ବରପୂର୍ବା (କନ୍ୟା)
ଦେଖଣା
ବରପୂର୍ବା (କନ୍ୟା)
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବରପୂର୍ବା (କନ୍ୟା)
|
ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ବାଗ୍ଦତ୍ତା ବା ମନୋଦତ୍ତା ହେବ (ଅର୍ଥାତ୍ ମହାପ୍ରସାଦ ନିର୍ବନ୍ଧ ହେବା) ପରେ ଯେଉଁ ବର ସହିତ ବିବାହ ନିର୍ବନ୍ଧ ହୋଇଥାଏ, ସେ ନିର୍ବନ୍ଧ ଭାଙ୍ଗି ଯାଇ ଅବିବାହିତା ଅବସ୍ଥାରେ ରହିଥିବା (କନ୍ୟା) —(a girl) Whose betrothal has been violated or broken and who has not thereafter been given in marriage.