Jump to content

ବରବର

ଉଇକିଅଭିଧାନ‌ରୁ

ବରବର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ଗରଗର; ଜର୍ଜର; ରାଗରେ ବା ବିରକ୍ତରେ ମୁହଁରେ ଏଣୁ ତେଣୁ ଗୁଡ଼ାଏ କହିବା —୧. Grumbling; angrily muttering.

x x x ପିଲାକୁ ଚାପୁଡ଼ାଏ ମାରି ପାଣି କଳସୀ କାଖରେ ଧରି ବରବର ହୋଇ ମାରକଣ୍ଡିଆର ହସ୍ତଧାରଣପୂର୍ବକ ଗୃହାଭିମୁଖେ ଗମନ x x x—ଫକୀରମୋହନ. ଛମାଣ ଆଠଗୁଣ୍ଠ

୨. ଅଜୀର୍ଣ୍ଣ ଯୋଗୁଁ ଛାତି ଭିତରେ ଗଡ଼ ଗଡ଼ ଶବ୍ଦ ହେବା ଓ ଛାତି ଭିତର ପୋଡ଼ିବା —୨. A gurgling sound and burning sensation inside the breast on account of indigestion.