Jump to content

ବରଯାତ୍ରୀ

ଉଇକିଅଭିଧାନ‌ରୁ

ବରଯାତ୍ରୀ

ଉଚ୍ଚାରଣ

[ସମ୍ପାଦନା]

(ବର ଯାତ୍ରିକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିବାହ କରିବା ନିମନ୍ତେ କନ୍ୟା ଘରକୁ ଯିବା ସମୟରେ ବରର ଗହଣରେ ଯିବା ବନ୍ଧୁବର୍ଗ — The ralations and friends accompanying a bridegroom in a marriage procession.