ବରଲ୍
କଳା କଳା ପାତିହଂସ ଜାତୀୟ ପକ୍ଷୀ —A black species of duck.
[ଦ୍ରଷ୍ଟବ୍ୟ —ଏମାନେ ଶୀତ ଦିନେ ଏ ଦେଶକୁ ଆସନ୍ତି ଓ ବର୍ଷା ଦିନେ ଚାଲି ଯାଆନ୍ତି ଲୋକେ ଶୀକାର କରି ଏମାନଙ୍କର ମାଂସ ଖାଆନ୍ତି]