Jump to content

ବରଳ

ଉଇକିଅଭିଧାନ‌ରୁ

ବରଳ

ଉଚ୍ଚାରଣ

[ସମ୍ପାଦନା]
(ବରଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ. (ବର+ଲା ଧାତୁ=ଦାନ କରିବା+କର୍ତ୍ତୃ— ଅ)

[ସମ୍ପାଦନା]

ବରଦ —Granting a boon.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିରୁଡ଼ି —୧. Wasp.

ବରଳ ସମାନ ଘାତ କରୁଅଛି ଫୁଲଶରେ ରଚିବର ଭଞ୍ଜ. ହୈଦେହୀଶବିଳାସ

୨. ରାଜହଂସ —୨. Swan; gander.