ବରଷ
ଦେଖଣା
ବରଷ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ଷ)
[ସମ୍ପାଦନା]- ୧. ବର୍ଷ —୧. Year.
- ୨. ଆୟୁଷ୍କାଳ ୨. Year of age .
- ୩. ପୃଥିବୀର ବିଭାଗ; ଦେଶ — ୩. Division of the earth; country.
ସପତ ସିନ୍ଧୁ ମଧ୍ୟେ ଥାଇ ଦ୍ୱୀପ ବରଷ ଯେତେ ହୋଇ ଭାରତ ବର୍ଷ ତହିଁ ଧନ୍ୟ ଯହିଁରେ ଜନ୍ମ ପ୍ରାଣିମାନ—ଜଗନ୍ନାଥ, ଭାଗବତ
- ୪. ଜମ୍ୱୁ ଦ୍ୱୀପ —୪. The jambu island in India.
ବରଷ ମଧ୍ୟେ ଲୁଚାଇ ଥିବ କେହି ମିଳନ୍ତି ବନ୍ଧୁ ଠାବର ଭଞ୍ଜ. ବୈଦେହୀଶବିଳାସ