ବରଷାତି
ଦେଖଣା
ବରଷାତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ବର୍ଷାତି—ଅନ୍ୟରୂପ)
ଦେଶଜ - ବିଶେଷଣ - (ସଂସ୍କୃତ - ବର୍ଷାରୁ)
[ସମ୍ପାଦନା]- ୧. ବର୍ଷାଋତୁ ସମ୍ୱନ୍ଧୀୟ — ୨. Ralating to rainy season.
- ୨. ଯାହା ବର୍ଷାଋତୁରେ ଜାତ ହୁଏ —୨. Happening or grown in rainy season.
- ୩. ଯାହା ବର୍ଷାଋତୁରେ ବ୍ୟବହାର କରା— ଯାଏ —୩. Used in the rainy season.
ବିଶେଷ୍ୟ -
[ସମ୍ପାଦନା]- ୧. ବର୍ଷାଋତୁରେ ବ୍ୟବହାର କରାଯିବା ବର୍ଷାପାଣିର ଦୁର୍ଭେଦ୍ୟ ପୋଷାକ —୧. Water-proof coat.
- ୨. ବର୍ଷାଋତୁରେ ଘୋଡ଼ାଙ୍କ ଦେହରେ ଯେଉଁ ଘାଆ ଉଠେ — ୨. Eruptions or sores coming out on the body of horse during the rains.