ବରଷାତି ଫସଲ
ଦେଖଣା
ବରଷାତି ଫସଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବରଷାତି ଫସଲ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ଷା+ଫା, ଫସ୍ଲ)
[ସମ୍ପାଦନା]ବର୍ଷାଋତୁରେ ଯେଉଁ ଫସଲ ଆବାଦ କରାଯାଏ; ଭୋଦେଇ ଫସଲ —Crops raised during the rainy season.
[ଦ୍ରଷ୍ଟବ୍ୟ —ଯଥା—ଜହ୍ନି, କାକୁଡ଼ି ମକା ଓ ଭେଣ୍ଡି ଇତ୍ୟାଦି]