ବରଷା କାଳ
ବର୍ଷା ଋତୁ; ଚତୁର୍ମାସ୍ୟା — Rainy season; the rains.
(ବରଷା ଦିନ, ବରଷା ସମୟ, ବରଷା ଋତୁ—ଅନ୍ୟରୂପ)
[ଦ୍ରଷ୍ଟବ୍ୟ —ଆଷାଢ଼, ଶ୍ରାବଣ, ଭାଦ ଓ ଆଶ୍ୱିନ ଏହି ଚାରି ମାସ]