ବରଷା ପାଣି
ଦେଖଣା
ବରଷା ପାଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବରଷା ପାଣି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ଷା+ପାନୀୟ)
[ସମ୍ପାଦନା]ବରଷଣା ପାଣି; ବର୍ଷାଜନିତ ଜଳ — Rain water.
- ୨. (ସହଚର) ଉପରୁ ବର୍ଷିବା ଜଳ ଓ ଭୂମିରେ ଜମିଥିବା ପାଣି —୨. Rain (from above) and water (on the ground).
(ଯଥା—ମୁଁ ଆଜି ଦଶକୋଶ ବାଟ ବରଷା ପାଣିରେ ତିନ୍ତି ତିନ୍ତି ମୋ ବାବାକୁ ଦେଖିବାକୁ ଦଉଡ଼ି ଆସିଛି)