Jump to content

ବରଷିକିଆ

ଉଇକିଅଭିଧାନ‌ରୁ

ବରଷିକିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବାର୍ଷିକ)

[ସମ୍ପାଦନା]
୧. ଏକବର୍ଷ ବୟସ୍କ — ୧. Aged one year; one year old.

ଅନୁବାଦ

[ସମ୍ପାଦନା]
୨. ଏକବର୍ଷରେ ଉତ୍ପନ୍ନ — ୨. Produced in one year.

ଅନୁବାଦ

[ସମ୍ପାଦନା]
୩. ବାର୍ଷିକ; ସାଲିଆନା — ୩. Yearly; annual

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାର୍ଷ)

[ସମ୍ପାଦନା]

ମୃତ୍ୟୁର ପ୍ରଥମ ବର୍ଷ ପୂରିବା ପରେ ମୃତ୍ୟୁତିଥିରେ ଅନୁଷ୍ଠିତ ବାର୍ଷିକ ଶ୍ରାଦ୍ଧ; କୌଣସି ବ୍ୟକ୍ତିର ପ୍ରଥମ ସାମ୍ୱତ୍ସରିକ ଶ୍ରାଦ୍ଧ —The first anniversary Ṡrāddha of a deceased.