ବରଷିବା
ଦେଖଣା
ବରଷିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ବୃଷ୍ ଧାତୁ=ବର୍ଷା ହେବା)
[ସମ୍ପାଦନା]- ୧. ବୃଷ୍ଟି ହେବା —୧. To rain.
ପ୍ରଜା ବାଞ୍ଛନ୍ତେ ମେଘମାଳ ଭୂମିରେ ବରଷନ୍ତି ଜଳ—ଜଗନ୍ନାଥ , ଭାଗବତ
- ୨. ବୃଷ୍ଟି କଲା ପରି ଢାଳିବା — ୨. To shower any thing like rain.
ଟପ ଟପ ନୀର ବରଷୁଅଛି ଯେ ତୋ ନୟନ ଖଞ୍ଜରୀଟ— କବିସୂର୍ଯ୍ୟ. ସଙ୍ଗୀତ
- ୩. ବରଷାଇବା; ବୁହାଇବା — ୩. To cause to rain; to cause to flow.
ଅବିରଳ ନେତ୍ରୁ ଧାରା ବରଷିଲେ ସତୀ—ନନ୍ଦକିଶୋର—ସୀତାବନବାସ