Jump to content

ବରଷ କୁତା

ଉଇକିଅଭିଧାନ‌ରୁ

ବରଷ କୁତା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର) ଅ

[ସମ୍ପାଦନା]

ବରଷଯାକ; ବରଷ ତମାମ୍ — Throughout the year.

ଏ ବରଷ କୁତା ତୋ ପିଛା ଲାଗିଛି, କଥା ଶୁଣୁ ନ ଥିଲୁ ପରା ଫକୀରମୋହନ ଗଳ୍ପସ୍ୱଳ୍ପ