ବରଷ ଦିନ
ଦେଖଣା
ବରଷ ଦିନ
ଉଚ୍ଚାରଣ
[ସମ୍ପାଦନା]ବରଷ ଦିନେ, ବରଷ ଦିନରେ ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ବର୍ଷମଧ୍ୟରେ —୧. Within a year.
- ୨. ବର୍ଷଯାକ —୨. Throughout the year.
(ଯଥା—ବରଷ ଦିନେ ମୋର ୫ ଟଙ୍କା ରୋଜଗାର ହୁଏ)
- ୩. ବର୍ଷକ ମଧ୍ୟରେ ଏକ ଦିନ ମାତ୍ର —୩. Once in a year.
- ୪. ଆର ବର୍ଷ ଆଜି —୪. This day year.
- ୫. ପ୍ରତିବର୍ଷର ନିର୍ଦ୍ଦିଷ୍ଟ ଏକ ଦିନରେ —୫. On a fixed day of every year.
ବରଷ ଦିନରେ କରି ମହୋତ୍ସବ ଥରେ ପ୍ରାଚୀ. ଶ୍ରୀ ଗୁରୁଭକ୍ତିଗୀତା