ବରଷ ବିଆଣୀ
ଦେଖଣା
ବରଷ ବିଆଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବରଷ ବିଆଣୀ
|
ବରଷ ବିଆଣିଆ, ବରଷ ବିଆଣେଈଅନ୍ୟରୂପ
ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ଯେଉଁ ସ୍ତ୍ରୀ ବା ଗବାଦି ପଶୁ ପ୍ରତିବର୍ଷ ସନ୍ତାନ ପ୍ରସବ କରେ —Giving birth to children almost every year.
(ଯଥା—ସେ ପରା ବରଷ— ବିଆଣୀ, ଘର ଛୁଆଣିକି ଘର ଛୁଆଣି ଛୁଆ ଜନ୍ମ କରୁଛି)