Jump to content

ବରହ

ଉଇକିଅଭିଧାନ‌ରୁ

ବରହ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ପଦ୍ୟ) (ସଂସ୍କୃତ - ବର୍ହି)

[ସମ୍ପାଦନା]
୧. ମୟୂରପୁଚ୍ଛ — ୧. The tail of peacock.

ବରହ ଟେକି ଅନାଇ କେକୀ ନର୍ତ୍ତକ—ଭଞ୍ଜ. ବୈଦେହୀଶବିଳାସ

୨. ଅଗ୍ନିଶିଖା —୨. Flame.

ବରହେ ମଳିନ ଶିଖୀକି କରାଇ ହିମନ୍ତ ଅନୁଭାବର— ଭଞ୍ଜ. ବୈଦେହୀଶବିଳାସ