ବରହବାନ
=== ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ବର୍ହବତ୍)
ବର୍ହବାନ୍ (ଦେଖ) - Barhabān (See)
ବରହବାନପଦବୀ ତର୍ଜନରେ ନିବି—ଭଞ୍ଜ, ବୈଦେହୀଶବିଳାସ