ବରହମ୍
ଦେଖଣା
ବରହମ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ବରହମ୍, ବର୍ହମ୍—ଅନ୍ୟରୂପ)
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ବ୍ରହ୍ମ)
[ସମ୍ପାଦନା]- ୧. ଆତ୍ମା —୧. Soul.
- ୨. ପ୍ରାଣ —୨. Life.
- ୩. ଜୀବାତ୍ମା — ୩. The sentient soul.
(ଯଥା— ଦି ଦିନ ହେଲା ଖାଇବାକୁ ନ ପାଇ ମୋ ବରହମ୍ ତାତି ଯାଉଛି)
ବୈଦେଶିକ - ବିଶେଷଣ - (ଫାରାସୀ - ବର୍ହମ୍)
[ସମ୍ପାଦନା]- ୧. କ୍ରୁଦ୍ଧ —୧. Angry; flown into a rage
- ୨. ଉତ୍ତେଜିତ — ୨. Irritated.