Jump to content

ବରହିଣ

ଉଇକିଅଭିଧାନ‌ରୁ

ବରହିଣ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - ପୁଂ. (ପଦ୍ୟ)—(ସଂସ୍କୃତ - ବର୍ହିଣ)

[ସମ୍ପାଦନା]

ବର୍ହିଣ; ମୟୂର — Peacock.

ବରହିଣ ନର୍ତ୍ତକ ନର୍ତ୍ତନ ପ୍ରକାଶିତ—ଭଞ୍ଜ. ବୈଦେହୀଶବିଳାସ