Jump to content

ବରାଙ୍ଗନା

ଉଇକିଅଭିଧାନ‌ରୁ

ବରାଙ୍ଗନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବରା= ଉତ୍ତମା ଶ୍ରେଷ୍ଠା+ଅଙ୍ଗନା=ସ୍ତ୍ରୀ)

[ସମ୍ପାଦନା]
୧. ଉତ୍ତମା ସ୍ତ୍ରୀ; ଶ୍ରେଷ୍ଠା ସ୍ତ୍ରୀ. —୧. An excellent woman.
୨. ସତୀ; ସାଧ୍ୱୀ —୨. A cheste woman.
୩. ଆଦର୍ଶସ୍ଥାନୀୟା ସ୍ତ୍ରୀ — ୩. A model woman.
୪. ସୁନ୍ଦରୀ ସ୍ତ୍ରୀ —୪. A lovely woman.