Jump to content

ବରାଜୋରି

ଉଇକିଅଭିଧାନ‌ରୁ

ବରାଜୋରି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ହିନ୍ଦୀ - ବରଜୋରୀ)

[ସମ୍ପାଦନା]
୧. ବଳାତ୍କାର — ୧. Force.
୨. ଜୋରଜବରଦସ୍ତି; ବଳ— ପ୍ରୟୋଗ —୨. Use of force or compulsion; coercion.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ହିନ୍ଦୀ - ବରଜୋର୍)

[ସମ୍ପାଦନା]
୧. ଅନ୍ୟାୟ ବଳପ୍ରୟୋଗ— କାରୀ —୧. Using force.
୨. ଯେ ଜବରଦସ୍ତି କରେ —୨. Coercive
୩. ଜବରଦସ୍ତ; ବଳବାନ୍ — ୩. Strong.

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ବଳପୂର୍ବକ ଜବରଦସ୍ତି କରି —Forcibly.