ବରାଟ
ଦେଖଣା
ବରାଟ
ଉଚ୍ଚାରଣ
[ସମ୍ପାଦନା](ବରାଟୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ବର=ଅଳ୍ପ+ଅଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ; ଯେ ଅଳ୍ପ ଯାଏ ଅର୍ଥାତ୍ ଯାହାର ପ୍ରସାର ଅଳ୍ପଦୂର ପର୍ଯ୍ୟନ୍ତ)
[ସମ୍ପାଦନା]- ୧. ଅକିଞ୍ଚିତ୍କର —୨. Insingificant.
- ୨. ଅଳ୍ପ; କ୍ଷୁଦ୍ର; ଛୋଟ —୨. Small; little
- ୩. ଛାର; ହେୟ —୩. Negligible.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କଉଡ଼ି —୧. Cowrie; shell- money.
ବିକି କରି ନିଅନ୍ତି ଗଣି ବଲାଟକ୍ କୃଷ୍ଣସିଂହ ମହାଭାରତ ବିରାଟ
- ୨. ଦଉଡ଼ି —୨. Rope; cord (Apte).