Jump to content

ବରାଟୀ

ଉଇକିଅଭିଧାନ‌ରୁ

ବରାଟୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ବରାଟର ସ୍ତ୍ରୀଲିଙ୍ଗ —Feminine of Barāṭa.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କପର୍ଦ୍ଦପ; କଉଡ଼ି —୧. Shellmoney.
୨. ରଜ୍ଜୁ; ଦଉଡ଼ି —୨. Rope; string.
୩. ବରାଡ଼ୀ (ଦେଖ) - —୩. Barāṟḍ̠ī (See)