ବରାତ
ଦେଖଣା
ବରାତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବରାତ
|
ବୈଦେଶିକ - ବିଶେଷ୍ୟ - (ହିନ୍ଦିରୁ ଅନୁକୃତ; ସଂସ୍କୃତ - ବରଯାତ୍ରା)
[ସମ୍ପାଦନା]- ୧. ବନ୍ଧୁ— ସମଭିବ୍ୟାହାରରେ ବିବାହାର୍ଥୀ ବରର ଶୋଭାଯାତ୍ରା; ବରଯାତ୍ରୀଙ୍କ ଶୋଭାଯାତ୍ରା —୧. Marriage procession or party headed by a bridegroom going to marry.
- ୨. ବରଯାତ୍ରୀ —
୨. Bridegroom's friends attending a marriage party.
- ୩. ଗଞ୍ଜପା ଖେଳରେ ରଙ୍ଗବିଶେଷ —୩. One set cards in a game of Gan̄japā.
[ଦ୍ରଷ୍ଟବ୍ୟ —ଗଞ୍ଜପା ତଳେ ନୋଟ୍ ଦେଖ]