ବରାତ୍
ଦେଖଣା
ବରାତ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ବରାଦ୍ଦ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଆରବୀ - ବରାଆତ୍= ଅନ୍ୟକୁ କାର୍ଯ୍ୟଭାର ଦେଇ ନିଜେ ମୁକ୍ତ ହେବା—ଯୋଗେଶ୍ଚନ୍ଦ୍ର; କିମ୍ୱା ଫାରାସୀ - ବରାୟ=ନିମନ୍ତେ+ଦାନ=ଦେବା ନିମନ୍ତେ କିମ୍ୱା ସଂସ୍କୃତ - ଭାର)
[ସମ୍ପାଦନା]- ୧. କୌଣସି ବ୍ୟକ୍ତି ଉପରେ କୌଣସି କାର୍ଯ୍ୟର ଭାର ନ୍ୟସ୍ତୀକରଣ; କାର୍ଯ୍ୟଭାରର୍ପଣ — ୧. Commission assignment of a duty to a certain person.
- ୨. ନିୟୋଜନ; ନିୟୋଗକରଣ; କୌଣସି କାର୍ଯ୍ୟ କରିବାପାଇଁ ଆଦେଶ କରିବା — ୨. Direction.
ଉଡ଼ିଯାଏ ଚୁଟି ଟ୍ରୁଟି ହେଲେ ବରାଦ ଭିକାରୀ—ଗୀତ ଲହରୀ
ଅନୁବାଦ
[ସମ୍ପାଦନା]ବରାତ୍
|
- ୩. ବନ୍ଦୋବସ୍ତ; ନିର୍ଦ୍ଧାରଣ; ବ୍ୟବସ୍ଥା —୩. Settlement; arrangemnt .
- ୪. ପ୍ରୟୋଜନ —୪. Necessity.
- ୫. କପାଳ; ଭାଗ୍ୟ; ଅଦୃଷ୍ଟ —୫. Luck; fortune.
- ୬. ଯେଉଁ ଚିଠିଦ୍ୱାରା ପ୍ରେରକ ଛଡ଼ା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଟଙ୍କାଆଦି ଗ୍ରହଣ କରିବା ସକାଶେ କ୍ଷମତା ଦିଆ ଯାଏ —୬. Letter of authority to a person to receive from of give to any person any amount or article; latter of assignment; payment order.
ଅନୁବାଦ
[ସମ୍ପାଦନା]- ୭. କୌଣସି ପଣ୍ୟାଦି ପଠାଇବା ପାଇଁ ବ୍ୟବସାୟୀ ନିକଟ ପଠାଯିବା ହୁକୁମ; ଫରମାସ —୭. A business-order for the supply of an article.
- ୮. ହୁଣ୍ଡୀ —୮. Hoondi
- ୯. ଚିଠି; ହୁକୁମନାମା; ଆଦେଶପୁତ୍ର; ପୁରଆନା — ୯. Order; warrant; writ.