ବରାତ୍ କରିବା
ଦେଖଣା
ବରାତ୍ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବରାତ୍ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କାର୍ଯ୍ୟର ଭାର କୌଣସି ବ୍ୟକ୍ତିଠାରେ ଅର୍ପଣ କରିବା —୧. To assing a work to a certain person; to commission a person to do a particulat act.
- ୨. ଆଦେଶ କରିବା —୨. To direct.
- ୩. କୌଣସି ବ୍ୟକ୍ତିକୁ ଟଙ୍କା ଆଦି ଦେବା ନିମନ୍ତେ ଚିଠା ଲେଖିବା —୩. To write a latter of assignment.
- ୪. ନିର୍ଦ୍ଧାରଣ କରିବା ସ୍ଥିର କରିବା —୪. To settle.