Jump to content

ବରାନନା

ଉଇକିଅଭିଧାନ‌ରୁ

ବରାନନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ବହୁବ୍ରୀହି; ବରାନନ+ଅ)

[ସମ୍ପାଦନା]

ସୁନ୍ଦର ମୁଖ— ବିଶିଷ୍ଟ ସ୍ତ୍ରୀ —A woman having a fair face; a lovely faced woman.