Jump to content

ବରାବରେଷୁ

ଉଇକିଅଭିଧାନ‌ରୁ

ବରାବରେଷୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ - (କଚିରିଆ)

[ସମ୍ପାଦନା]

(ପାରସୀ ଶବ୍ଦ ବରୋବର୍ ବା ବରାବର ସଙ୍ଗେ ସଂସ୍କୃତ ୭ମୀ ବିଭକ୍ତି ବହୁବଚନର ପ୍ରତ୍ୟୟ 'ସୁ' (ଏଷୁ) ଯୋଗ—ସମୀପେଷୁ; ସମୀପକୁ; ସନ୍ନିଧାନକୁ —To.

(ଯଥା—ଏ ପତ୍ର ଶ୍ରୀହଜୁରଙ୍କ ବରାବରେଷୁ)

[ଦ୍ରଷ୍ଟବ୍ୟ —ଏହା ପତ୍ରାଦିର ଶିରୋନାମାରେ ଲେଖାଯାଏ]