Jump to content

ବରାମତ କରିବା

ଉଇକିଅଭିଧାନ‌ରୁ

ବରାମତ କରିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (କଚିରିଆ)—(ଫାରାସୀ - ବରାମଦ୍)

[ସମ୍ପାଦନା]

କୌଣସି ଅପବାଦଘଟିତ ଦ୍ରବ୍ୟକୁ ଖୋଜି ବାହାର କରିବା —To find out or bring out an article (after search) in respect of which an offence has been committed.