ବରାମଦ
ଦେଖଣା
ବରାମଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (କଚିରିଆ)— (ଫାରାସୀ - ବରାମଦ୍=ପ୍ରାପ୍ତ)
[ସମ୍ପାଦନା]କୌଣସି ଫୌଜଦାରି ଅପରାଧଘଟିତ ବସ୍ତୁ କୌଣସି ସ୍ଥାନରୁ ଅନୁସନ୍ଧାନଦ୍ୱାରା ବାହାରିବା — Seizure of an article from any palce.
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ -
[ସମ୍ପାଦନା]- ୧. ଧୃତ —୧. Seized (said of an article).
- ୨. ପ୍ରାପ୍ତ (ନଷ୍ଟବସ୍ତୁ) —୨. Recovered (lost property).
[ଦ୍ରଷ୍ଟବ୍ୟ —ପୁଲିଶ କର୍ମଚାରୀ ଆଦି ଖୋଜି ବାହାର କରିବା ଅପହୃତ ଧନ ଓ ବସ୍ତୁ ଆଦିକୁ କରାମତୀ(ଦୀ) ମାଲ ବୋଲାଯାଏ]