Jump to content

ବରାମଦହେବା

ଉଇକିଅଭିଧାନ‌ରୁ

ବରାମଦହେବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (କଚିରିଆ)—(ଫାରାସୀ - ବରାମଦ୍)

[ସମ୍ପାଦନା]

କୌଣସି ଅପରାଧଘଟିତ ଦ୍ରବ୍ୟ ତଲାସ ପରେ ବାହାରିବା —To be seized (said of article for which search is made)

କେବଳ ମଙ୍ଗରାଜଙ୍କ ପହଡ଼ ଘର, ତିନି ହାତ ଲମ୍ୱ ରେକେ ମୋଟ ଗୋଟାଏ ବାଉଁଶଠେଙ୍ଗା ବରାମଦ ହେଲା ଫକୀରମୋହନ—ଛମାଣଆଠଗୁଣ୍ଠ