ବରାରୋହ
ଦେଖଣା
ବରାରୋହ
ଉଚ୍ଚାରଣ
[ସମ୍ପାଦନା](ବରାରୋହା—ସ୍ତ୍ରୀ)
ସଂସ୍କୃତ - ବିଣ—(ବର=ଉତ୍ତମ+ଆରୋହ=ଆରୋହଣ, ଯାନ ଯାହାର; ବହୁବ୍ରୀହି)
[ସମ୍ପାଦନା]- ୧. ଉତ୍କୃଷ୍ଟ ଯାନରୋହୀ — ୧. Riding on an excellent conveyance.
- ୨. (ବହୁବ୍ରୀହି; ବର=ସୁନ୍ଦର+ ଆରୋହ=ଶ୍ରୋଣି ଯାହାର) ଉତ୍କୃଷ୍ଟ କଟିଯୁକ୍ତ — ୨. Having symetrical or beautiful waiste.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. (ବହୁବ୍ରୀହି) ହସ୍ତିପକ; ହାତିର ମାହୁନ୍ତ — ୧. A driver of an elephant.
- ୨. ହସ୍ତ୍ୟାରୋହୀ ବ୍ୟକ୍ତି —୨. Elephant rider.
- ୩. (କର୍ମଧା) ସୁନ୍ଦର କଟିଦେଶ —୩. Fine waist
- ୪. ବିଷ୍ଣୁ (ହିନ୍ଦୀ - ଶ) — ୪. A name of Bishṇu.