ବରାରୋହା
ଦେଖଣା
ବରାରୋହା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ବରାରୋହର ସ୍ତ୍ରୀଲିଙ୍ଗ — Feminine of Barāroha.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ଶ୍ରେଷ୍ଠ ଯାନାବାହିକା —୧. A woman who bears a conveyance excellently.
- ୨. ସୁଶ୍ରୋଣୀ —୨. A woman having good or graceful buttock.
- ୩. ବରାଙ୍ଗୀ; ସୁନ୍ଦରୀ ସ୍ତ୍ରୀ — ୩. A paragon amongst women; a very graceful woman.