Jump to content

ବରାଳିକା

ଉଇକିଅଭିଧାନ‌ରୁ

ବରାଳିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ବରା=ଉତ୍କୃଷ୍ଟା+ଆଳିକା=ସଖୀ ଯାହାଙ୍କର; ବହୁବ୍ରୀହି)

[ସମ୍ପାଦନା]
୧. ଦୁର୍ଗା —୧. Durgā.
୨. (କର୍ମଧା) ପ୍ରଧାନା ସଖୀ —୨. Chief female companion.