ବରାହ ଦାଢ଼
ଦେଖଣା
ବରାହ ଦାଢ଼
ଉଚ୍ଚାରଣ
[ସମ୍ପାଦନା]ବାର୍ହା ଦାଢ଼, ବରିହା ଦାଢ଼ଅନ୍ୟରୂପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବରାହ+ଦଂଷ୍ଟ୍ରା; ବରାହ ଦାନ୍ତର ଦାଢ଼ପରି ଆକୃତି ହୋଇଥିବାରୁ)
[ସମ୍ପାଦନା]- ୧. ଏକପ୍ରକାର ବନ୍ୟପୁଷ୍ପ; ବାରିହାଦାଢ଼ଫୁଲ — ୧. A kind of wild flower.
- ୨. ବରାହ ଦନ୍ତର ଦାଢ଼ —୨. The sharp edge of the tusk of a boar.
(୧+୨): ବହି ହିରଣାକ୍ଷ ଛକି ଶିଶିର ବରାହଦାଢ଼ ଭେଦରେ ତୁଳିର ଭଞ୍ଜ. ବୈଦେହୀଶବିଳାସ