Jump to content

ବରିଆ

ଉଇକିଅଭିଧାନ‌ରୁ

ବରିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅଗ୍ନି ସଞ୍ଚୟ କରିବାପାଇଁ କୁଟାରେ ବଳା ଯାଇଥିବା ଲମ୍ୱା ମୋଡ଼ା; ନିଆଁଅଟା; ନିଆଁବରିଆ — ୧. A plait of straw twisted to preserve fire.

ଦକ୍ଷ କରେ ଯଷ୍ଟି ବାମେ ନିଆଁ ବରିଆଟି—ସାରଳା, ମହାଭାରତ. ବିରାଟ.

୨. ବଣିଆ (ଗଛ) (ଦେଖ) - ୨. Baṇiā (gachha) (See)

ଗ୍ରାମ୍ୟ - (ଇତର; ନୀଚ ଜାତିଙ୍କ ଉଚ୍ଚାରଣଦୋଷଘଟିତ) ବିଶେଷ୍ୟ -

[ସମ୍ପାଦନା]

ବଳିଆ (ଦେଖ) - —Baḻiā (See)