Jump to content

ବରିପୋଲୁଆ

ଉଇକିଅଭିଧାନ‌ରୁ

ବରିପୋଲୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବରିପୋଲ, ବୋରିପୋଲ, ବରିପଲୁଉ, ବୋରିପୋଲଉଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - କଳିକାରକ)

[ସମ୍ପାଦନା]

ଗିଲଜାତୀୟ ବୃହତ୍ ଲଟାଳିଆ ଏକପ୍ରକାର କଣ୍ଟା ଗଛ —Caesalpina Bonducella; a species of pongamia.

[ଦ୍ରଷ୍ଟବ୍ୟ —ଏହାର ପତ୍ର ଚଟଣୀ ହୁଏ ଫଳ ଆଚାର ହୁଏ ଓ ଏହାର ମଞ୍ଜି ସବିରାମ ଜ୍ୱରର ଔଷଧ ଫଳ କଣ୍ଟକମୟ ଏହାର ଛୁଇଁକୁ ବାଟି ମୁଣ୍ଡରେ ଲଗାଇଲେ ବାଳ ପରିଷ୍କୃତ ହୁଏ ଗଞ୍ଜାମ ଅଞ୍ଚଳରେ ଏହାର ପତ୍ରକୁ ଚାରୁପାଣି କହନ୍ତି]