Jump to content

ବରିବସିତ

ଉଇକିଅଭିଧାନ‌ରୁ

ବରିବସିତ

ଉଚ୍ଚାରଣ

[ସମ୍ପାଦନା]
(ବରବସି[ସ୍ୟି]ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବରିବସ୍; ବରିବସ୍ୟା+ଯୁକ୍ତାର୍ଥେ, ଇତ)

[ସମ୍ପାଦନା]
୧. ପୂଜିତ —୧. Worshipped.
୨. ସେବିତ —୨. Tended; served.