ବରିବା
ଦେଖଣା
ବରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ବୃ ଧାତୁ)
[ସମ୍ପାଦନା]- ୧. ମନୋନୀତ କରିବା; ବରଣ କରିବା —୧. To choose; to select; to elect; to engage.
- ୨. ସ୍ୱାମୀ ବା ସ୍ତ୍ରୀରୂପେ ବରଣ କରିବା —୨. The accept as one's husband or wife.
ବନ୍ଧୁ ବିନା ଆଜି ଗତି ନାହିଁ ମୋ ଜଗତେ ଆନକୁ ନ କରି ଏକା ବରିବୁ ତୁ ମୋତେ—ଭଞ୍ଜ. ଲାବଣ୍ୟବତୀ
- ୩. ମଣ୍ଡନ କରିବା —୩. To adorn.
ଦିନେ କରି ସରି ସରି ମାଳତୀ କବଲା ବରି ଧଇର୍ଯ୍ୟ ଲୋଭ ପ୍ରସାରି ସାରି—ଭଞ୍ଜ. ପ୍ରେମସୁଧାନିଧି