Jump to content

ବରିଷ୍ଠ

ଉଇକିଅଭିଧାନ‌ରୁ

ବରିଷ୍ଠ

ଉଚ୍ଚାରଣ

[ସମ୍ପାଦନା]
(ବରିଷ୍ଠା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ଉରୁ=ମହତ୍+ଅତ୍ୟନ୍ତ ଅର୍ଥରେ. ଇଷ୍ଠ)

[ସମ୍ପାଦନା]
୧. ବିଶେଷ ପୂଜ୍ୟ; ପୂଜ୍ୟତମ —୧. Very honourable or adorable.
୨. ସବୁଠାରୁ ବୃହତ୍ —୨. Greatest.
୩. ସର୍ବୋତ୍ତମ —୩. Best.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ତାମ୍ର —୧. Copper.
୨. ମରିଚ —୨. Black pepper,
୩. ତିତ୍ତିର ପକ୍ଷୀ —୩. Sand piper; Frankoline partridge.
୪. ନାରଙ୍ଗ ବୃକ୍ଷ —୪. Sweet orange.