Jump to content

ବରୀୟାନ୍

ଉଇକିଅଭିଧାନ‌ରୁ

ବରୀୟାନ୍

ଉଚ୍ଚାରଣ

[ସମ୍ପାଦନା]
(ବରୀୟସୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଉରୁ+ଅତ୍ୟର୍ଥେ ଈୟସ୍; ବରୀୟସ୍ ଶବ୍ଦ ୧ମା. ୧ବ.)

[ସମ୍ପାଦନା]
୧. ଉତ୍କୃଷ୍ଟତର —୧. Better; more excellent.
୨. ପୂଜ୍ୟତର —୨. More adorable.
୩. ବୃହତ୍ତର —୩. Largely greater.
୪. ଅତିଉତ୍ତମ —୪. Very good.
୫. ବୟସରେ ଅତି ସାନ —୪. Extremely tender or younger (Apte).

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଜ୍ୟୋତିଷୋକ୍ତ ବିଷ୍କୃମ୍ଭାଦି ଯୋଗ ମଧ୍ୟରୁ ଏକତମ; ଅଷ୍ଟାଦଶ ଯୋଗ —Name of an astrological conjunction.