ବରୁଣ ଗ୍ରହ
ଦେଖଣା
ବରୁଣ ଗ୍ରହ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ବରୁଣ+ଗ୍ରହ ଧାତୁ+ଅଧିକରଣ. ଅ)
[ସମ୍ପାଦନା]ଘୋଡ଼ାଙ୍କ ରୋଗବିଶେଷ —Name of a horse disease.
[ଦ୍ରଷ୍ଟବ୍ୟ —ଏ ରୋଗରେ ଘୋଡ଼ାର ଆଖି, ଜିଭ, ତାଳୁ ଓ ଲିଙ୍ଗ କଳା ପଡ଼ିଯାଏ ଓ ଦେହରୁ ଖୁବ୍ ଝାଳ ବହେ ଏ ରୋଗ ଅଧିକାଂଶ ସମୟରେ ମାରାତ୍ମକ ହୁଏ—ହିନ୍ଦୀ - ଶ.]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନେପ୍ଚୂନଚ ଗ୍ରହ —Neptune.