Jump to content

ବରୁଣ ପ୍ରଘାସ

ଉଇକିଅଭିଧାନ‌ରୁ

ବରୁଣ ପ୍ରଘାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଆଷାଢ଼ ବା ଶ୍ରାବଣପୂର୍ଣ୍ଣିମା ଦିନ ଅନୁଷ୍ଠିତ ବ୍ରତବିଶେଷ —A religious vow observed on the fullmoon of Ashāṟḍẖ or Ṡrābaṇa.

[ଦ୍ରଷ୍ଟବ୍ୟ —ଏଥିରେ ଛତୁଆ ଖିଆଯାଏ ଏହି ବ୍ରତଧାରୀ ବ୍ୟକ୍ତି ଜଳରେ ବୁଡ଼ିମରେ ନାହିଁ କିନ୍ତୁ ଜଳକଜନ୍ତୁମାନେ ତାକୁ ଆକ୍ରମଣ କରନ୍ତି ନାହିଁ ବୋଲି ଲୋକବିଶ୍ୱାସ]