ବରୁଣ ମଣ୍ଡଳ
ଦେଖଣା
ବରୁଣ ମଣ୍ଡଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ) ରେବତୀ; ପୂର୍ବାଷାଢ଼ା, ଆର୍ଦ୍ରା, ଅଶ୍ଳେଷା, ମୂଳା ଉତ୍ତରଭାଦ୍ରପଦ ଓ ଶତଭିଷା ନକ୍ଷତ୍ର ସମ୍ୱନ୍ୱିତ ନକ୍ଷତ୍ରମଣ୍ଡଳ (ହିନ୍ଦୀ - ଶ.) —A group of stars consisting of the ୨୮, ୨୦th, ୬th ୯th, ୧୫th, ୨୬th and ୨୪th asterisms.