Jump to content

ବରୁଥ

ଉଇକିଅଭିଧାନ‌ରୁ

ବରୁଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୃ ଧାତୁ=ଆବରଣ କରିବା+କର୍ମ. ଉଥ)

[ସମ୍ପାଦନା]
୧. ରଥ ମଧ୍ୟରେ ଲୁଚି ରହିଥିବା ଗୁପ୍ତ ସ୍ଥାନ ବିଶେଷ; ରଥଗୁପ୍ତି —୧. A secret and covered space inside a car.

ସାତ ଗ୍ରହଯାକ ଯେ ଅନୁକର୍ଷ କଲେ ତାରକା ଏ ରଥବରୁଥ ବୋଲାଇଲେ କୃଷ୍ଣସିଂହ, ମହାଭାରତ. କର୍ଣ୍ଣ

୨. (+କର୍ତ୍ତୃ. ଉଥ) ଚର୍ମ —୨. Skin.
୩. (+କରଣ, ଉଥ)—କବଚ; କର୍ମ; ସାଞ୍ଜୁ —୩. Armour.
୪. (କର୍ମ. ଉଥ)କ ଗୃହ —୪. House.
୫. ଶତ୍ରୁର ବା ଗୁଳା ଆଦିର ଆକ୍ରମଣରୁ ରଥକୁ ରକ୍ଷା କରିବା ପାଇଁ ରଥ ଉପରେ ପଡ଼ିବା ଲୁହାର ଆବରଣ (ହିନ୍ଦୀ - ଶ) —୫. An iron cover for protecting a car from the blow of an enemy's missile.
୬. ସେନା; ସୈନ୍ୟ; ଫଉଜ (ହିନ୍ଦୀ - ଶ) —୬. Army.
୭. ପରସ୍ପର ଆଘାତରୁ ରଥକୁ ରକ୍ଷା କରିବାପାଇଁ ରଥରେ ଯୁକ୍ତ ବାଡ଼ ବା ପଟା —୭. A short of wooden or iron fence or finder with which a chariot is provided as a defence against collision (Apte).
୮. ଢାଲ —୮. Shield (Apte).
୯. ସମୁଦ୍ର —୯. Group; multitude (Apte)
୧. (+ଭାବ. ଉଥ) ରକ୍ଷଣ —୧୦. Protection (Apte).
୧୧. (+କର୍ମ. ଉଥ) ପରିବାର — ୧୧. Family (Apte).
୧୨. କୋକିଳ —୧୨. The cuckoo (Apte).