Jump to content

ବରୁଥିନୀ

ଉଇକିଅଭିଧାନ‌ରୁ

ବରୁଥିନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବରୁଥ+ଇନ୍+ସ୍ତ୍ରୀ. ଈ)

[ସମ୍ପାଦନା]

ସେନା — Army.

ଏହି ଯେ ଦେଖଛ ବୀର, ଆର୍ଯ୍ୟବରୁଥିନୀ ସମବେତ ନାନାଦିଗଦିଗନ୍ତର ଆସି—ରାଧାନାଥ, ମହାଯାତ୍ରା