Jump to content

ବରୁଥୀ

ଉଇକିଅଭିଧାନ‌ରୁ

ବରୁଥୀ

ଉଚ୍ଚାରଣ

[ସମ୍ପାଦନା]
(ବରୁଥନୀ—ସ୍ତ୍ରୀ) 

ସଂସ୍କୃତ - ବି—(ବରୁଥ+ଈନ୍; ୧ମା. ୧ବ)

[ସମ୍ପାଦନା]

ରଥ — Car; chariot.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. କବଚଦ୍ୱାରା ରକ୍ଷିତ — ୧. Protected by an armour (Apte).
୨. ସେନାପରିକୃତ —୨. Surrounded by a troop (Apte).