ବରେନ୍ଧ୍ର
ଦେଖଣା
ବରେନ୍ଧ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବର+ଇନ୍ଦ୍ର)
[ସମ୍ପାଦନା]- ୧. ପ୍ରାଚୀନ ଗୌଡ଼; ବଙ୍ଗଦେଶରେ ପ୍ରଚୀନ ବିଭାଗ; ପୁଣ୍ଡ୍ରଦେଶ —୧. Ancient Bengal.
- ୨. ଗୌଡ଼ ଦେଶରେ ରାଜଧାନୀ —୨. Capital of ancient Bengal.
[ଦ୍ରଷ୍ଟବ୍ୟ —କେହି କେହି ଏହାକୁ ବରେନ୍ଦ୍ରୀ କହନ୍ତି]
- ୩. ଇନ୍ଦ୍ର —୩. Indra.
- ୪. ପ୍ରଧାନ ରାଜା; ସମ୍ରାଟ; ରାଜଧିରାଜ —୪. Emperor.