ବରୋଦା
ବରୋଦା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]- ୧. ଗାଇକବାଡ଼ ବା ପ୍ରାଚୀନ ଗୁର୍ଜ୍ଜର ରାଜ୍ୟର ରାଜଧାନୀ —୧. Capital of anciant Gurjara; Baroda.
[ଦ୍ରଷ୍ଟବ୍ୟ —ଏହି ନଗର ବିଶ୍ୱାମିତ୍ର ନଦୀକୂଳରେ ଅବସ୍ଥିତ ନଗର ମଧ୍ୟରେ ଅନେକ ହିନ୍ଦୁ ଦେବମନ୍ଦିର ଏଛି ବହୁକାଳରୁ ଏଠାରେ ଏକ ମୁଦ୍ରା ଯନ୍ତ୍ର ଓଛ ଓ ବରୋଦା ମାହାରାଜଙ୍କ ନାମାଙ୍କିତ ମୁଦ୍ରା ଏଠାରେ ମୁଦ୍ରିତ ହୋଇ ଏ ରାଜ୍ୟରେ ପ୍ରଚଳିତ ହୁଏ]
- ୨. ଭାରତରେ ପଶ୍ଚିମ ଉପକୂଳରେ ଅବସ୍ଥିତ ଦେଶୀୟ ରାଜ୍ୟ— ବିଶେଷ ଓ ତହିଁରେ ପ୍ରଧାନ ନଗର —୨. Baroda state and captial.
[ଦ୍ରଷ୍ଟବ୍ୟ —ଏ ରାଜ୍ୟ ମଧ୍ୟଭାରତରେ ଅବସ୍ଥିତ ଗୋଟିଏ ମରହଟ୍ଟା ରାଜ୍ୟ ଏଥିରେ ରାଜାଙ୍କ ବଂଶଗତ ଉପାଧି ଗାଇକବାଡ଼ ଏଥିରେ କ୍ଷେତ୍ରଫଳ ୮୧୮୨: ବର୍ଗମାଇଲ ଓ ଲୋକସଂଖ୍ୟା ପ୍ରାୟ ୨୫: ଲକ୍ଷ ଓ ଏଥିରେ ରାଜସ୍ୱ ପ୍ରାୟ୨/?/: କୋଟି ଟଙ୍କା ଏଠାରେ ମହାରାଜାଙ୍କ ପ୍ରତିଷ୍ଠିତ କଲେଜ୍ ବମ୍ୱାଇ ବିଶ୍ୱବିଦ୍ୟାଳୟ ସଙ୍ଗେ ସମ୍ୱନ୍ଧ ଏ ମହାରାଜାଙ୍କ ସ୍ୱତନ୍ତ୍ର ହାଇକୋଟ ଅଛି ଏବଂ ଏ ରାଜାଙ୍କ ନିକଟରେ ବ୍ରିଟିଶ ସରକାରଙ୍କର ଜଣେ ରେସିଡେଣ୍ଟ୍ (ରାଜଦୁତ) ଥାଆନ୍ତି ମରହଟ୍ଟା ଶକ୍ତି ପତନୋନ୍ନ ଖ ଆବସ୍ଥାରେ ଯେତେବେଳେ ପେଶବାମାନେ ନାଗପୁର ଭୋଁସଲାମାନଙ୍କ ନାମରେ କ୍ଷମତା ପରି— ଚାଳନ କରୁଥିଲେ, ସେହି ସମୟରେ (ଖ୍ରୀ. ୧୭୪: —୬୧: ) ପିଲାଜୀ ରାଓ ଗାଇକବାଡ଼ ବରୋଦାଠାରେ ଏ ରାଜବଂଶର ମୂଳଭିତ୍ତି ସ୍ଥାପନ କରିଥିଲେ ଓ ରଣଜୀ ସିନ୍ଧିଆ ଗୁଆଲିୟରରେ ଓ ମୁଲ୍ହର ରାଓ ହୋଲ୍କାର ଇନ୍ଦୋରରେ ମଧ୍ୟ ଗୋଟିଏ ଗୋଟିଏ ରାଜ୍ୟର ମୂଳଭିତ୍ତି ସ୍ଥାପନ କରିଥିଲେ]