ବର୍କରାଟ
ଦେଖଣା
ବର୍କରାଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କଟାକ୍ଷ+ଅଟ ଧାତୁ=ଗତି କରିବା+ଅ)
[ସମ୍ପାଦନା]- ୧. କଟାକ୍ଷ (ହିନ୍ଦୀ - ଶ.) —୧. Sideglance; ogling.
- ୨. ମଧ୍ୟାହ୍ନ ସୂର୍ଯ୍ୟଙ୍କ ପ୍ରଭା (ହିନ୍ଦୀ - ଶ.) — ୨. The rays of the midday sun.
- ୩. ସ୍ତ୍ରୀ କୁତ ପାର୍ଶ୍ୱରେ ନିହିତ ନଖକ୍ଷତ (ହିନ୍ଦୀ - ଶ.) —୩. Scratching of nails on the sides of the female breast (as a result of amorous pastime).